ପୁରୀ ସମାବେଶରେ ଯୋଗ ଦେବେନି ଦାମ

ଭୁବନେଶ୍ୱର,: ପୁରୀ ବିଜେଡି ପ୍ରତିଷ୍ଠା ଦିବସ ସମାବେଶରେ ଯୋଗଦେବେ ନାହିଁ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ହେଲେ, ତାଙ୍କ ନିର୍ବାଚନମଣ୍ଡଳୀର ଲୋକେ କିନ୍ତୁ ଯୋଗଦେବେ। ଏଥିପାଇଁ ୭୫ଟି ଗାଡିର ଆୟୋଜନ କରାଯାଇଛି। ଡାକ୍ତର ରାଉତ କହିଛନ୍ତି ଯେ ବର୍ତମାନ ପରିସ୍ଥିତିରେ ସେ ସମାବେଶରେ ଯୋଗଦେବାକୁ ଉଚିତ୍‌ ମଣୁନାହାନ୍ତି। ତାଙ୍କ ନିର୍ବାଚନମଣ୍ଡଳୀରୁ ଯେଉଁ କର୍ମୀ ଆସୁଛନ୍ତି, ସେମାନଙ୍କୁ ସେ ଟଙ୍କପାଣି ସାଇ ମନ୍ଦିର ନିକଟରେ … Continue reading ପୁରୀ ସମାବେଶରେ ଯୋଗ ଦେବେନି ଦାମ